Category: Odia

ନାମ ଚିକିତ୍ସାଲୟନାମ ଚିକିତ୍ସାଲୟ

କୃଷ୍ଟିୟାରେ ନାମ ଚିକିତ୍ସାଳୟ – ‘ପ୍ରାଣତନୁ ସନ୍ଧାନ ସମିତି’ ସ୍ଥାପିତ ହୁଏ । ନାମ ସାହାଯ୍ୟରେ ଏଠାରେ ବହୁ ଦୂରରୋଗ୍ୟ ରୋଗୀଙ୍କୁ ନିରାମୟ କରାହୁଏ । ଏପରିକି ସଦ୍ୟାମୃତ କେତେଜଣ ବ୍ୟକ୍ତିଙ୍କୁ ତାର ଶରୀର ବିଧାନର କୌଣସି ଅଙ୍ଗଯଦି ବିକୃତ ବା ବିକଳାଙ୍ଗ ନ ହୋଇଥାଏ, ତେବେ ଏଇ ରକମ ଅବସ୍ଥାରେ) ଏଠାରେ ନାମ ସାହଯ୍ୟରେ ପୁନଃଜୀବିତ କରାହୁଏ । ଶ୍ରୀ ସତୀଶ ଚନ୍ଦ୍ର ଗୋସ୍ୱାମୀ , ଶ୍ରୀ ବରେନ୍ଦ୍ର ନାଥ ରାୟ, ଶ୍ରୀ ସତୀଶ ଚନ୍ଦ୍ର […]

ମଧୁସୂଦନ ମୁଖାର୍ଜୀଙ୍କ କଥାମଧୁସୂଦନ ମୁଖାର୍ଜୀଙ୍କ କଥା

ସେ ଅନେକ ଦିନର କଥା । ବ୍ରହ୍ମ ଦେଶର ରେଙ୍ଗୁନରେ ରହନ୍ତି, ମଧୁସୂଦନ ମୁଖାର୍ଜୀhttps://www.youtube.com/watch?v=t38IMhIh-L8 । ସେ ସ୍ଥାନୀୟ ଗୋଟିଏ ବିଦେଶୀ ମହିଳାଙ୍କୁ ଭଲପାଇ  ବିବାହ କଲେ । କାଳକ୍ରମେ ତାଙ୍କର ଦୁଇଟି ସନ୍ତାନ ହୁଏ । କିନ୍ତୁ ବିଦ୍ଧିସମ୍ମତ ଭାବରେ ବିବାହ ହୋଇଥିବା ଯୋଗୁଁ ପରସ୍ପର ଭିତରେ ଭାବବିନିମୟର ଅଭାବ ଦେଖାଯାଏ ଏବଂ ଦାମ୍ପତ୍ୟଜୀବନ କଳହ ଓ ଅସହଯୋଗରେ କଟିଯାଏ । ମୁଖାର୍ଜୀ ଭାଇଙ୍କର ପ୍ରତିବେଶୀ ଜଣେ ସତସଙ୍ଗୀ |ସେ ଏଇ ଅଶାନ୍ତ ପରିବେଶ ଦେଖି […]

ଘରେ ଘରେ କାନେ କାନେ ସତନାମ ପ୍ରଚାର କରିପାରିବୁ ?ଘରେ ଘରେ କାନେ କାନେ ସତନାମ ପ୍ରଚାର କରିପାରିବୁ ?

ପରମପ୍ରେମମୟ ଶ୍ରୀଶ୍ରୀଠାକୁର ସବୁଦିନ ପରି ସେଦିନ ବି ତାଙ୍କର ଆବାସକକ୍ଷକୁ ଗଲେ । ରାତ୍ରୀର ବିଶ୍ରାମ ପାଇଁ । ସେବକ ନନୀଗୋପାଳ  ଚକ୍ରବର୍ତ୍ତୀ ପ୍ରଭୁଙ୍କର ସେବାକାର୍ଯ୍ୟ ସମାପନ କରି ଶ୍ରୀପଦଯୁଗଳରେ ପ୍ରଣାମ ଜଣାଇ ବାହାରେ ଜଗିରହିଲେ । ସଦାସଚେତନ, ସଦାଜାଗ୍ରତ ଏହି ଭକ୍ତଜଣକ ସେହି ମୁହୂର୍ତରେ ଠାକୁରଙ୍କର ପ୍ରହରୀପରି କାମ କରନ୍ତି । ଘରେ ଘରେ କାନେ କାନେ ସତନାମ ପ୍ରଚାର କରିପାରିବୁ ?https://youtu.be/sZmUpETCgDw ହଠାତ୍ ଗଭୀର ରାତିରେ ଠାକୁରଙ୍କ ଗୃହରେ ଆଲୋକ ଜଳିଲା । ସେବକ […]

ପୁରୀ ଓ ସାକ୍ଷୀଗୋପାଳ ମାହାତ୍ମ୍ୟପୁରୀ ଓ ସାକ୍ଷୀଗୋପାଳ ମାହାତ୍ମ୍ୟ

ଭଜନର ମହାତ୍ମ ଅସୀମ ବୋଲି କୁହାଯାଏ । ଏହା “ଭଜ ସେବାୟାଂ  ଧାତୁରୁ ଭଜ ଶବ୍ଦ ନିଷ୍ପନ୍ନ ହୋଇଛି । ତାର ସରଳ ଅର୍ଥ ହେଲା ସେବା । କାହାର ସେବା ? ଆଦର୍ଶଙ୍କର ? ଆଦର୍ଶ କିଏ ? ଯୁଗ ପୁରୁଷୋତ୍ତମହିଁ ଆଦର୍ଶ । ନିଜେ ଭଲ ପାଇବାର ଦାୟରେ କରୁଣା ବିଚଳିତ ହୋଇ ମାନୁଷୀ ତନୁ ଧାରଣ କରି ଜୀବନର ଅମୃତ ଦେଇ ଯାଆନ୍ତି ସିଏ । ଏହି କରୁଣା ଘନ ପ୍ରେରିତ, ପ୍ରେମ […]

ଇଷ୍ଟାନୁରାଗଇଷ୍ଟାନୁରାଗ

ମଣିଷ ଇଷ୍ଠ ବା ଜୀବନ ଦେବତାଙ୍କୁ ଅନ୍ତରରେ ଜାଗ୍ରତନକଲେ ଅନ୍ୟ ଜୀବପରି ଖାଲି ଭଦରପୂର୍ତ୍ତି ଓ ସନ୍ତାନ ଉତ୍ପାଦନରେ ଯଦି ଲିପ୍ତ ରୁହେ, ଆଉ ତା’ସହିତ, ଲୋଭ, ମୋହ, ଅହଂକାର ଯୋଡ଼ି ହୋଇଯାଏ, ତା’ର ଅମୃତାୟନ ପଥଟି ଖାଲି ବନ୍ଦ ହୁଏନି, ପ୍ରଭୁଙ୍କ ପ୍ରଦତ୍ତ ଅନନ୍ତ ଶକ୍ତିର ଉତ୍ସର ଦ୍ଵାର ବନ୍ଦ ହୋଇଯାଏ । ଗୋଟିଏ ନରପଶୁ ପରି ଜୀବନଟି ସେ କଟାଏ । ଗୋଟିଏ ପରିସ୍ଥାନ ପ୍ରତିଷ୍ଠା ପଛରେ ଦୌଡ଼େ, ଅହମାନ୍ୟତାର ଶିକାର ହୁଏ । […]