Sale!

Tatwabibeka/ତତ୍ତ୍ୱ-ବିବେକ By Dr. Niranjan Mishra SPR

Original price was: ₹160.00.Current price is: ₹130.00. GST

Tatwabibeka

ପ୍ରତିଟି ନିବନ୍ଧରେ ଶବ୍ଦର ବ୍ୟୁତ୍ପତ୍ତିକ ଅର୍ଥ ସହିତ ୟୁରୋପୀୟ ଭାଷାରେ ସମାର୍ଥକ ଶବ୍ଦର ବ୍ୟୁତ୍ପତ୍ତିକ ପରିଭାଷାର ତୁଳନାତ୍ମକ ଅଧ୍ୟୟନ କରାଯାଇଛି | ପୁନଶ୍ଚ ବେଡ଼ବାଂଗମୟରୁ ଆରମ୍ଭ କରି ଅଦ୍ୟାବଧି ସେହି ତତ୍ତ୍ୱର କ୍ରମବିକାଶ କିପରି ହୋଇଛି ତାହାର ଧାରାବାହିକ ଇତିହାସ ମଧ୍ୟ ପ୍ରସ୍ତୁତ କରାଯାଇଛି | ଏଥିରେ ବେଦ-ବ୍ରାହ୍ମଣ-ଯୋଗବଶିଷ୍ଠ ରାମାୟଣ-ଉପନିଷଦ-ରାମାୟଣ-ମହାଭାରତ-ଭଗବତଗୀତା ସ୍ମୃତୀଶାସ୍ତ୍ର-ତ୍ରିପିଟକ-ପବିତ୍ର ବାଇବେଲ-ପବିତ୍ର କୋରାନଶ୍ରୀ ଶ୍ରୀ ରାମକୃଷ୍ଣ କଥାମୃତ ଦେଇ ବର୍ତ୍ତମାନ ପୁରୁଷୋତ୍ତମ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ମାତାଦର୍ଶ ପର୍ଯ୍ୟନ୍ତ ମତମାନଙ୍କର ଅବତାରଣା କରାଯାଇଛି |

Description

Tatwabibeka/ତତ୍ତ୍ୱ-ବିବେକ

ନିବନ୍ଧ ସମାହାର

ଦର୍ଶନ ଭିତ୍ତିକ ପ୍ରସଙ୍ଗକ୍ରମେ ଆତ୍ମା , ବିବେକ , ସ୍ୱର୍ଗ-ନର୍କ, ମନସ୍ତତ୍ତ୍ୱ ବିଜ୍ଞାନ ଭିତ୍ତିକ ପ୍ରସଙ୍ଗକ୍ରମେ ମନ,ସୁଖ-ଦୁଃଖ, ଅଭିମାନ: ଆଧ୍ୟାତ୍ମିକ ପ୍ରସଙ୍ଗ କ୍ରମେ ଲକ୍ଷ୍ମୀ ପୂଜା, ଶକ୍ତି ପୂଜା ଓ ତନ୍ତ୍ର ସାଧନା, ଦେବତା, ଗୁରୁ, ପ୍ରାର୍ଥନା, ଆଶୀର୍ବାଦ, ଦୀକ୍ଷା ଗ୍ରହଣର ଆବଶ୍ୟକତା: ସାମାଜିକ ପ୍ରସଙ୍ଗ ଅତିଥି ଦେବୋଭବହଃ ପ୍ରଭୃତି ୧୪ଟି ନିବନ୍ଧ ସାନ୍ନିବେଶିତ ହୋଇଛି |

Additional information

Weight374 g

Reviews

There are no reviews yet.

Be the first to review “Tatwabibeka/ତତ୍ତ୍ୱ-ବିବେକ By Dr. Niranjan Mishra SPR”

Your email address will not be published. Required fields are marked *