In the realm of spiritual practice, whether it’s japa (repetition of a mantra), sadhana (spiritual discipline), or meditation, the significance of asanas cannot be overstated. Asanas, or yoga postures, play a vital role in preparing the body and mind for deep spiritual experiences. Among the various postures recommended by spiritual leaders, Sri Sri Thakur Anukulchandra, […]
Tag: gyanajyoti
Surat Shabd Yoga and Thakur Anukul Chandra: A Path to Spiritual EnlightenmentSurat Shabd Yoga and Thakur Anukul Chandra: A Path to Spiritual Enlightenment
Surat Shabd Yoga, often referred to as the “Yoga of the Sound Current,” is a profound spiritual practice that emphasizes inner transformation through the power of sound. This ancient meditation technique finds resonance in the teachings of Thakur Anukul Chandra, a revered spiritual leader whose philosophy and guidance have illuminated the path for countless seekers. […]
Surat-Sabd YogaSurat-Sabd Yoga
Surat-Sabd Yoga, also known as the Yoga of Sound, is a form of meditation that focuses on the inner sound or vibration that is present within all of us. This practice is rooted in the teachings of the Sant Mat tradition, which emphasizes the importance of connecting with the divine through the inner journey. The […]
Cotton Meditation Shawl & Buying Meditation ShawlCotton Meditation Shawl & Buying Meditation Shawl
Definition of Cotton Meditation Shawl Meditation shawls, also known as meditation wraps or blankets are pieces of fabric used during meditation to enhance comfort and create a conducive environment for mindfulness. These shawls are often made from various materials, with cotton being a popular choice. Importance of Comfort in Meditation Comfort is paramount during meditation […]
Exploring the Sacred Mats: A Journey through Meditation AidsExploring the Sacred Mats: A Journey through Meditation Aids
In the pursuit of spiritual growth and enlightenment, meditation stands as a timeless practice, offering seekers a path to inner peace, self-discovery, and transcendence. Central to the practice of meditation is the concept of creating a conducive environment, both internally and externally, to facilitate the journey inward. While the internal aspects revolve around mental focus […]
Rise O’ Child of God’ to your bestRise O’ Child of God’ to your best
It is said in the Bible that God created man after His own image. God is all powerful, merciful and loving. So human beings. His image creation is supposed to inherit such powers. This power remains in a dormant state in human body. But this power can be awakened if the center of this power […]
ନାମ ଚିକିତ୍ସାଲୟନାମ ଚିକିତ୍ସାଲୟ
କୃଷ୍ଟିୟାରେ ନାମ ଚିକିତ୍ସାଳୟ – ‘ପ୍ରାଣତନୁ ସନ୍ଧାନ ସମିତି’ ସ୍ଥାପିତ ହୁଏ । ନାମ ସାହାଯ୍ୟରେ ଏଠାରେ ବହୁ ଦୂରରୋଗ୍ୟ ରୋଗୀଙ୍କୁ ନିରାମୟ କରାହୁଏ । ଏପରିକି ସଦ୍ୟାମୃତ କେତେଜଣ ବ୍ୟକ୍ତିଙ୍କୁ ତାର ଶରୀର ବିଧାନର କୌଣସି ଅଙ୍ଗଯଦି ବିକୃତ ବା ବିକଳାଙ୍ଗ ନ ହୋଇଥାଏ, ତେବେ ଏଇ ରକମ ଅବସ୍ଥାରେ) ଏଠାରେ ନାମ ସାହଯ୍ୟରେ ପୁନଃଜୀବିତ କରାହୁଏ । ଶ୍ରୀ ସତୀଶ ଚନ୍ଦ୍ର ଗୋସ୍ୱାମୀ , ଶ୍ରୀ ବରେନ୍ଦ୍ର ନାଥ ରାୟ, ଶ୍ରୀ ସତୀଶ ଚନ୍ଦ୍ର […]
ମଧୁସୂଦନ ମୁଖାର୍ଜୀଙ୍କ କଥାମଧୁସୂଦନ ମୁଖାର୍ଜୀଙ୍କ କଥା
ସେ ଅନେକ ଦିନର କଥା । ବ୍ରହ୍ମ ଦେଶର ରେଙ୍ଗୁନରେ ରହନ୍ତି, ମଧୁସୂଦନ ମୁଖାର୍ଜୀhttps://www.youtube.com/watch?v=t38IMhIh-L8 । ସେ ସ୍ଥାନୀୟ ଗୋଟିଏ ବିଦେଶୀ ମହିଳାଙ୍କୁ ଭଲପାଇ ବିବାହ କଲେ । କାଳକ୍ରମେ ତାଙ୍କର ଦୁଇଟି ସନ୍ତାନ ହୁଏ । କିନ୍ତୁ ବିଦ୍ଧିସମ୍ମତ ଭାବରେ ବିବାହ ହୋଇଥିବା ଯୋଗୁଁ ପରସ୍ପର ଭିତରେ ଭାବବିନିମୟର ଅଭାବ ଦେଖାଯାଏ ଏବଂ ଦାମ୍ପତ୍ୟଜୀବନ କଳହ ଓ ଅସହଯୋଗରେ କଟିଯାଏ । ମୁଖାର୍ଜୀ ଭାଇଙ୍କର ପ୍ରତିବେଶୀ ଜଣେ ସତସଙ୍ଗୀ |ସେ ଏଇ ଅଶାନ୍ତ ପରିବେଶ ଦେଖି […]
ଘରେ ଘରେ କାନେ କାନେ ସତନାମ ପ୍ରଚାର କରିପାରିବୁ ?ଘରେ ଘରେ କାନେ କାନେ ସତନାମ ପ୍ରଚାର କରିପାରିବୁ ?
ପରମପ୍ରେମମୟ ଶ୍ରୀଶ୍ରୀଠାକୁର ସବୁଦିନ ପରି ସେଦିନ ବି ତାଙ୍କର ଆବାସକକ୍ଷକୁ ଗଲେ । ରାତ୍ରୀର ବିଶ୍ରାମ ପାଇଁ । ସେବକ ନନୀଗୋପାଳ ଚକ୍ରବର୍ତ୍ତୀ ପ୍ରଭୁଙ୍କର ସେବାକାର୍ଯ୍ୟ ସମାପନ କରି ଶ୍ରୀପଦଯୁଗଳରେ ପ୍ରଣାମ ଜଣାଇ ବାହାରେ ଜଗିରହିଲେ । ସଦାସଚେତନ, ସଦାଜାଗ୍ରତ ଏହି ଭକ୍ତଜଣକ ସେହି ମୁହୂର୍ତରେ ଠାକୁରଙ୍କର ପ୍ରହରୀପରି କାମ କରନ୍ତି । ଘରେ ଘରେ କାନେ କାନେ ସତନାମ ପ୍ରଚାର କରିପାରିବୁ ?https://youtu.be/sZmUpETCgDw ହଠାତ୍ ଗଭୀର ରାତିରେ ଠାକୁରଙ୍କ ଗୃହରେ ଆଲୋକ ଜଳିଲା । ସେବକ […]
ପୁରୀ ଓ ସାକ୍ଷୀଗୋପାଳ ମାହାତ୍ମ୍ୟପୁରୀ ଓ ସାକ୍ଷୀଗୋପାଳ ମାହାତ୍ମ୍ୟ
ଭଜନର ମହାତ୍ମ ଅସୀମ ବୋଲି କୁହାଯାଏ । ଏହା “ଭଜ ସେବାୟାଂ ଧାତୁରୁ ଭଜ ଶବ୍ଦ ନିଷ୍ପନ୍ନ ହୋଇଛି । ତାର ସରଳ ଅର୍ଥ ହେଲା ସେବା । କାହାର ସେବା ? ଆଦର୍ଶଙ୍କର ? ଆଦର୍ଶ କିଏ ? ଯୁଗ ପୁରୁଷୋତ୍ତମହିଁ ଆଦର୍ଶ । ନିଜେ ଭଲ ପାଇବାର ଦାୟରେ କରୁଣା ବିଚଳିତ ହୋଇ ମାନୁଷୀ ତନୁ ଧାରଣ କରି ଜୀବନର ଅମୃତ ଦେଇ ଯାଆନ୍ତି ସିଏ । ଏହି କରୁଣା ଘନ ପ୍ରେରିତ, ପ୍ରେମ […]